ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

RRR ଫିଲ୍ମର ‘ନାଟୁ ନାଟୁ’ ଗୀତ ଓସ୍କାର ପାଇଁ ମନୋନୀତ

ନୂଆଦିଲ୍ଲୀ: ଓସ୍କାର ପାଇଁ ମନୋନୀତ ହେଲା ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR ଗୀତ। ‘ନାଟୁ ନାଟୁ’ ବେଷ୍ଟ ଅରିଜିନାଲ ଗୀତ କାଟାଗୋରୀରେ ମନୋନୀତ ହୋଇ ଯାଇଛି। ତିନିଟି ଶ୍ରେଣୀରେ ଭାରତୀୟ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଛି। ‘ଅଲ୍ ଦାଟ୍ ବ୍ରିଦସ୍’ ବେଷ୍ଟ ଡକ୍ୟୁମେଣ୍ଟାରୀ ତାଲିକାରେ ମନୋନୀତ ହୋଇଛି। ସେହିପରି ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଚର ଫିଲ୍ମ ତାଲିକାରେ ‘ଦ ଏଲିଫେଣ୍ଟ ହୁଇସ୍ପର୍ସ’ ମନୋନୀତ ହୋଇଛି । ନିକଟରେ ଏସଏସ ରାଜମୌଲିଙ୍କ ଫିଲ୍ମ RRRର ଗୀତ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ କାଟେଗୋରୀରେ ମଧ୍ୟ ମନୋନୀତ କରାଯାଇଥିଲା । ଓସ୍କାର ଆୱାର୍ଡସ ୨୦୨୩ ନୋମିନେସନ୍ସ, ବବର୍ଲି ହିଲ୍ସ, କାଲିଫୋର୍ଣ୍ଣିଆରେ ଆୟୋଜିତ ହୋଇଥିଲା। ଏହାର ନୋମିନେସନ୍ସ ହୋଷ୍ଟ ରିଜ୍ ଅହମଦ ଏବଂ ଅଭିନେତ୍ରୀ ଏଲିସନ ୱିଲିୟମ୍ସ କରିଛନ୍ତି।

Leave A Reply

Your email address will not be published.