ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ମାଣଧୀନ ଅବସ୍ଥାରେ ଭୁଶୁଡ଼ିଲା ଛାତ, ୪ ଶ୍ରମିକ ଉଦ୍ଧାର

ପୁରୀ : ପୁରୀ ମଶାଣୀ ଚଣ୍ଡୀ ଛକ ପାଖରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ଅବସ୍ଥାରେ ଥିବା ଏକ ଛାତ ଭୁଶୁଡ଼ି ପଡ଼ିଛି। ଭୁଶୁଡ଼ିଥିବା ଛାତ ତଳେ କିଛି ଶ୍ରମିକ ଫସି ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୪ ଜଣ ଶ୍ରମିକ ଉଦ୍ଧାର କରାଯାଇଛି। ଆଉ ଜଣେ ଶ୍ରମିକଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି।

Leave A Reply

Your email address will not be published.