ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’: ଆଜି ପୁଣି ୨ କଲେଜ ଛାତ୍ରୀଙ୍କ ବ୍ୟାଗରୁ ଲୁଟିନେଲେ ମୋବାଇଲ୍

ଭୁବନେଶ୍ୱର: ଲୁଟେରାଙ୍କ ଟାର୍ଗେଟରେ ମୋ ବସ୍’ । ପୁଣି ଆଜି ମୋ ବସ୍‌ରୁ ଲୁଟ୍  ହୋଇଛି। ଏଥରକ ଜଣେ  ମାତିଲେ ଲେଡୀ ଲୁଟେରା ଲୁଟ କରିଥିବା ଅଭିଯୋଗ ହୋଇଛି। ଦୁଇ କଲେଜ ଛାତ୍ରୀଙ୍କ ବ୍ୟାଗରୁ ମୋବାଇଲ ନେଇଗଲେ ଲେଡୀ ଲୁଟେରା । ରୁଟ ନମ୍ବର ୧୬ରେ ଜଣେ ବାଣୀବିହାର ଛକରୁ ଉଠିଥିଲେ । ଏହାସହିତ ଅନ୍ୟ ଜଣେ ଛାତ୍ରୀ ଆରଡି କଲେଜରୁ ଚଢ଼ି ପଲାଶୁଣି ଯାଇଥାନ୍ତେ। ହେଲେ ଅଧା ବାଟରେ ରୁଟ ୧୬ ନମ୍ବର ମୋ ବସରୁ ଲେଡୀ ଲୁଟେରା ତାଙ୍କ ବ୍ୟାଗରୁ ଲୁଟି ନେଇଥିବା ଅଭିଯୋଗ ।

Leave A Reply

Your email address will not be published.