ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟି ତଳୁ ମିଳିଲା ଚୋରି ହୋଇଥିବା ବିଡାବିଡ଼ା ଟଙ୍କା

ସମ୍ବଲପୁର: ମାଟି ତଳୁ ମିଳିଲା ବିଡାବିଡା ଟଙ୍କା। ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ସମେତ ୩ ଜଣଙ୍କୁ ଗିରଫ କରିଛ ପୁଲିସ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବନାକାଲ ଗାଁର ଏକ ଘରର ମାଟି ତଳୁ ଏହି ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ଜଣେ ହୋଟେଲ କର୍ମଚାରୀ ସାମିଲଥିଲେ।

Leave A Reply

Your email address will not be published.