ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଖୋର୍ଦ୍ଧା, ନୟାଗଡ଼ ଢେଙ୍କାନାଳର ୪ଟି ସ୍ଥାନରେ ଏକକାଳୀନ ୪ଟି ଟିମ୍ ଚଢ଼ାଉ କରୁଛନ୍ତି । ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ୮ ଇନ୍ସପେକ୍ଟର ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଋଷିନାଥଙ୍କ ନାଁରେ ଗୋଟିଏ ପ୍ଲଟ୍, ଗୋଟିଏ ଚାରିଚକିଆ, ଗୋଟିଏ ବାଇକ୍ ଓ ୧ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ପାଖରେ ଆହୁରି ସ୍ଥାବର ଅସ୍ଥାବର ସମ୍ପତ୍ତି ଠାକ ହୋଇଛି । ଯାହାର ମୂଲ୍ୟ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

Leave A Reply

Your email address will not be published.