ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୧: ଆରସିବିର ବିଜୟ ଧାରା ଜାରି, କେକଆରକୁ ୩୮ ରନରେ ପରାସ୍ତକଲା ଆରସିବି

ଚେନ୍ନାଇ: ଆଇପିଏଲ  ୨୦୨୧ରେ ବିଜୟ ଧାରା ଜାରି ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବାଙ୍ଗାଲୋର କୋଲକାତା ନାଇଟ୍ ରାଇଡର୍ସକୁ ୩୮ ରନରେ ପରାସ୍ତ କରିଛି। କେକେଆର ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୬୬ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଳରେ ଆରସିବି ୩୮ ରନରେ ବିଜୟ ହାସଲ କରିଛି।

Leave A Reply

Your email address will not be published.