ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ କୁସ୍ତିଯୋଦ୍ଧା ରବି ଦହିୟା

ଟୋକିଓ ଅଲିମ୍ପିକ୍ସ:ରେସଲିଂ ବା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିୟା। ସେମିରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନୀତ ହେଲେ ରବି। ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ରବି ଦହିୟା। ଫାଇନାଲ ଜିତିଲେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିବେ। ଆସନ୍ତାକାଲି ଫାଇନାଲ ମ୍ଯଚ ଅନୁଷ୍ଠିତ ହେବ।

Leave A Reply

Your email address will not be published.