ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡଦାଣ୍ଡରେ ଗଡିଲା ରଥ

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥ ଟଣା । ବଡଦାଣ୍ଡରେ ପ୍ରଥମେ ଗଡ଼ିଛି ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ । ରଥାରୁଢ଼ ବଳଭଦ୍ରଙ୍କୁ ନେଇ ଘର୍ଘର ନାଦରେ ଗଡୁଛି ରଥ । ଆଗେଆଗେ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ସେବାୟତ । ତାଙ୍କ ପଛକୁ ଆସୁଛନ୍ତି ଦର୍ପଦଳନ ରଥରେ ମାଆ ସୁଭଦ୍ରା । ସବା ଶେଷରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଷୋଘ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି । ଘଣ୍ଟ, ଘଣ୍ଟା, କାହାଳୀରେ କମ୍ପୁଛି ବଡଦାଣ୍ଡ ।

Leave A Reply

Your email address will not be published.