ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ବିଭିନ୍ନ ଜେଲରେ ଅଚାନକ ଚଢ଼ାଉ: ଝାରପଡ଼ା ଜେଲର ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ୍ ପଛପଟୁ ମୋବାଇଲ ଜବତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରେ ଅଚାନକ ଚଢ଼ାଉ ଜାରି ରହିଛି। ଜେଲ୍ ବିଭାଗ ଆଇଜି ଓ ଡିଆଇଜିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଝାରପଡ଼ା ଜେଲର ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ସେଲ୍ ପଛପଟୁ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି।

ଟିଟୋ ଓ ଡି. ବ୍ରଦର୍ସ ସହଯୋଗୀଙ୍କୁ ପୁଲିସ ତାଗିଦ୍ କରିଥିବା ଜଣାପଡ଼ିଛି । ଜେଲର ନିୟମ ମାନିବା ପାଇଁ ତାଗିଦ୍ କରାଯାଇଛି । ଝାରପଡ଼ା ସମେତ ବାଲେଶ୍ବର ଓ ଚୌଦ୍ୱାର ଜେଲରେ ରେଡ୍ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.