ଭିଜିଲାନ୍ସ ହାତରେ ଖଜୁରୀପଡ଼ା ତହସିଲର RI

ଫୁଲବାଣୀ : ଖଜୁରୀପଡ଼ା ତହସିଲ୍ ର ଗୁଦାରୀ R.I ସୁନୀଲ କୁମାର ଡିଗାଲ 3 ହଜାର ଟଙ୍କା ନେଉଥିବା ବେଳେ ଫୁଲବାଣୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ଗୋଟଏ ଜାଗା ପାର୍ଟିସନ୍ କୁ ନେଇ ନେଉଥିଲେ ଲାଞ୍ଚ।

Leave a comment