ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ପୁଷ୍ପାର ଡ୍ୟାନ୍ସ ଷ୍ଟେପ, ବିଭିନ୍ନ ମହଲରେ ନିନ୍ଦା

ଭୁବନେଶ୍ବର: ଆଧୁନୀକରଣ ନାଁରେ ଭୁଲି ଯାଉଛେ ଆମେ ଆମ ସଂସ୍କୃତି ଓ ପରମ୍ପାରକୁ। ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନରେ ଦେଖିବାକୁ ମିଳିଳା ପୁଷ୍ପାର ଡ୍ୟାନ୍ସ ଷ୍ଟେପ। ବାଜୁଛି ଘଣ୍ଟ ଓ ମୃଦଙ୍ଗ । ହରେ କୃଷ୍ଣ ହରେ ରାମ ନାମର ତାଳେତାଳେ ପୁଷ୍ପା ଚଳଚ୍ଚିତ୍ରର ଡ୍ୟାନ୍ସ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଓଡ଼ିଆ ସଂସ୍କୃତିକୁ ନେଇ ଗର୍ବ କରୁଥିବା ଓଡ଼ିଆକୁ ଆଜି ଆଧୁନିକତା ଗ୍ରାସିଛି। ଫଳରପେ ଧର୍ମ ଓ ପରମ୍ପରାରକୁ ଭୁଲିବାରେ ଲାଗିଛି।  ଏଭଳି ନୃତ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଓଡ଼ିଆ ସଂସ୍କୃତିକୁ ଅପଭ୍ରଂଶ କରା ନ ଯାଉ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.