ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଫେସର ପ୍ରଭାତ ରାଉଳ ହେଲେ ଓୟୁଏଟିର ନୂଆ କୁଳପତି

ଭୁବନେଶ୍ବର: ଓୟୁଏଟିକୁ ମିଳିଲା ନୂଆ କୂଳପତି । ଓୟୁଏଟିର ନୂଆ କୁଳପତି ହେଲେ ପ୍ରଫେସର ପ୍ରଭାତ ରାଉଳ । ପ୍ରଭାତ ରାଉଳଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପ୍ରଫେସର ରାଉଳ ୩ ବର୍ଷ କୁଳପତି  ଦାୟିତ୍ବରେ ରହିବେ।  ଏବେ APICOL ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର ରାଉଳ । ତାଙ୍କର ୨୯ ବର୍ଷର ଅଧ୍ଯାପନା ଅଭିଜ୍ଞାନ ରହିଛି। ସେ ୨୪ଟି ପୁସ୍ତର ରଚନା ସହ ୯  ପିଏଚଡି ସ୍କଲାରଙ୍କୁ ଗାଇଡ କରିଛନ୍ତି।

Leave A Reply

Your email address will not be published.