ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

BPUT ର ନୂଆ ଭିସି ହେଲେ ପ୍ରଫେସର ଅମୀୟ କୁମାର ରଥ

ଭୁବନେଶ୍ଵ: ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭରସିଟି (BPUT)ର ନୂଆ ଭିସି ହୋଇଛନ୍ତି।  ପ୍ରଫେସର ଅମୀୟ କୁମାର ରଥଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ୫ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଛି। ସେ ୯ଟି ବହି ଲେଖିଛନ୍ତି। ପ୍ରଫେସର ଅମିୟ ରଥ ୧୨ ଜଣ ପିଏଚଡି ସ୍କଲାର ଏବଂ ୧୭ ଜଣ ପିଜି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି।

Leave A Reply

Your email address will not be published.