ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଏଦୀ ନେଲେ ଟିକା

ଭୁବନେଶ୍ବର: କରେନାକୁ ହରାଇବା ପାଇଁ ରାଜ୍ୟରେ ଟିକା କରଣ  ଅଭିଯାନ ଚାଲିଛି। ଆଜି ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲରେ ୫୯ ଜଣ କଏଦୀ କୋଭଡ ଟିକା ନେଇଥିବା ସୂଚନା ମିଳିଛି।

ସମଗ୍ର ରାଜ୍ୟରେ ଶୁକ୍ରବାର ଦିନ ୭ ଶହ କେନ୍ଦ୍ରରେ ଚାଲିଛି ଟିକାକରଣ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଶୁକ୍ରବାର ଆହୁରି ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବ। ଏହା ଆସନ୍ତା ୨ ଦିନ ପାଇଁ କାମରେ ଆସିବ । ଟିକା ପାଇବା ପରେ ଆଜି ହିଁ ସବୁ ଜିଲ୍ଲାକୁ ପଠାଯିବ ବୋଲି ସେ ସୂଚନା ଦେଇଥିଲେ।

Leave A Reply

Your email address will not be published.