ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୫ ମିନିଟ୍ ଧରି ଜେଲେନସ୍କିଙ୍କ ସହ କଥା ହେଲେ ମୋଦି

କିଭ୍: ୩୫ ମିନିଟ ଧରି ଜେଲେନସ୍କିଙ୍କ ସହ କଥା ହେଇଛନ୍ତି ମୋଦି। ୟୁକ୍ରେନ ସ୍ଥିତି ନେଇ ଫୋନରେ ପ୍ରଧାନମନ୍ତ୍ରୀ ମୋଦି ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କଥା ହୋଇଛନ୍ତି। ୟୁକ୍ରେନରୁ ଭାରତୀୟଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ସହାୟତା ପାଇଁ ମୋଦି ଧନ୍ୟବାଦ ଜଣାଇଛନ୍ତି। ସୁମିରୁ ଉଦ୍ଧାର ପାଇଁ ଚାଲିଥିବା ଉଦ୍ୟମରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଠାରୁ  ସହାୟତା ଲୋଡିଛନ୍ତି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ କଥାବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.