ଏଣିକି ରାତିରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କରିଛି କେନ୍ଦ୍ର।  ଏଣିକି ରାତିରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ । ରାତି ଦିନ ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ବିଟ କରି ଜଣାଇଛନ୍ତି।

ପୂର୍ବରୁ ସୂର୍ଯ୍ଯାସ୍ତପରେ ଶବ ବ୍ୟବଚ୍ଛେଦ ହୋଇପାରୁ ନ ଥିଲା ।

Leave a comment