ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ରାତିରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କରିଛି କେନ୍ଦ୍ର।  ଏଣିକି ରାତିରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ । ରାତି ଦିନ ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ବିଟ କରି ଜଣାଇଛନ୍ତି।

ପୂର୍ବରୁ ସୂର୍ଯ୍ଯାସ୍ତପରେ ଶବ ବ୍ୟବଚ୍ଛେଦ ହୋଇପାରୁ ନ ଥିଲା ।

Leave A Reply

Your email address will not be published.