ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ରାଜନୀତି

୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି :…

ଭୁବନେଶ୍ବର : ପାଖେଇ ଆସିଲାଣି ୨୦୨୪ ନିର୍ବାଚନ। ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ କମିଶନ ୨୦୨୪ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପିର ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି।…

ନୂଆ ନେତା ସୃଷ୍ଟି କରିବାରେ ବିଫଳ ରାଜ୍ୟ…

ଭୁବନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଦଳର ନେତାଙ୍କ ଉପରେ ଭରସା ପାଉନି। ସେଥିପାଇଁ ଅନ୍ୟ ଦଳର ନେତାଙ୍କ ଉପରେ ରାଜ୍ୟ ବିଜେପି ଆଖି ପକାଇଛି। ବିଶେଷକରି ଅପରାଧିକ ପୃଷ୍ଠଭୂମି ଏବଂ ଦୁର୍ନୀତି ସହ ସମ୍ପୃକ୍ତ ଜେଲ୍‌‌ ଫେରନ୍ତା ନେତାଙ୍କୁ ବିଜେପି କୋଳେଇ ନେବାକୁ ପଛଘୁଞ୍ଚା ଦେଉନାହିଁ। ଗତ…

‘ବିଜେପି ପାଖରେ ପ୍ରାର୍ଥୀ ନାହାଁନ୍ତି’…

ଭୁବନେଶ୍ବର: ଆଗାମୀ ନିର୍ବାଚନର ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବାନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଥିଲା। ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ବେଳେ ଆଜି ଏହି ଚର୍ଚ୍ଚା ଉପରୁ ପରଦା ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।ଶଙ୍ଖ ଭବନରେ ଆୟୋଜିତ…

ବିନା ଦଳୀୟ ଚିହ୍ନରେ କଂଗ୍ରେସ ନେତା…

ଜଗତସିଂହପୁର/ନାଉଗାଁ : ୨୦୨୪ ସାଧାରଣ ନିର୍ବାଚନ ବିଧିବଦ୍ଧ ଭାବରେ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରାକ୍‌‌ ନିର୍ବାଚନ ଜନିତ ମାହୋଲ ସରଗରମ ରହିଛି। ବିଭିନ୍ନ ଦଳର ଆଶାୟୀ ରାଜନେତାଙ୍କ ପକ୍ଷରୁ ଏହି ସମୟରେ ବନ୍ଧୁମିଳନ, ରାଲି ଓ ସାଧାରଣ ସଭା ତଥା କର୍ମୀ ସମ୍ମିଳନୀ ଆୟୋଜିତ ହେଉଛି। ତେବେ ବେଶ୍‌ କିଛିଦିନ ଧରି…

୨୦୨୪ରେ ବିଜେଡି ପ୍ରାର୍ଥୀ ହେବାକୁ ୧୦…

ଭୁବନେଶ୍ବର : ବିଜୁ ଜନତା ଦଳ ଓଡ଼ିଶାର ଏକ ନମ୍ବର ଦଳ। ତାହା ଓଡ଼ିଶାବାସୀ ବିଗତ ଦୁଇ ଦଶନ୍ଦି ଧରି ପ୍ରମାଣିତ କରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କର ୨୦୦୦ ମସିହାରେ ଯେଉଁ ଆସ୍ଥା ଓ ବିଶ୍ୱାସ ଥିଲା ତାହା ଏବେ ଆହୁରି ବଢି ଚାଲିଛି। ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ…

ଲାଲ୍‌କିଲ୍ଲା ଉପରେ ଛିଡା ହୋଇ ସମସ୍ତଙ୍କୁ…

ନୂଆଦିଲ୍ଲୀ : ଭୋଟ ପାଇଁ ବିଜେପି ଦିଲ୍ଲୀର ଆପ୍‌ ସରକାରକୁ ଠିକ୍‌ ଭାବେ ଚଳାଇ ଦେଉନାହିଁ । ଏପରି କିଛି ଅଭିଯୋଗ କରିଆସୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ଓ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଟାର୍ଗେଟ କରିଛନ୍ତି।…

‘ଇଣ୍ଡିଆ’ ମେଣ୍ଟକୁ ପୁଣି ଝଟକା; ପଞ୍ଜାବର…

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ପୁଣି ଏକ ଝଟକା । ନିର୍ବାଚନ ଯେତେ ପାଖେଇ ଆସୁଛି, ମେଣ୍ଟରେ ଥିବା ଦଳମାନେ ସେତେ ଦୂରେଇ ଯାଉଛନ୍ତି। ଏହାରି ମଧ୍ୟରେ ପଞ୍ଜାବର ସମସ୍ତ ଲୋକସଭା ଆସନରେ 'ଆପ୍' ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ…

ବିହାର: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ରାଜଭବନରେ ପହଁଚି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନୀତୀଶ କୁମାର ଏନଡିଏ ସହ ମିଶି ନୂଆ ସରକାର ଗଠନ ପାଇଁ ଦାବି କରିବା ସମ୍ଭାବନା ରହିଛି । ନବମ ଥର…

ଦେଶର ଶିକ୍ଷାମନ୍ତ୍ରୀ ଥାଇ ସୁଦ୍ଧା EdCIL…

ଭୁବନେଶ୍ବର : ଗତକାଲି କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ କଡ଼ା ଜବାବ ଦେଇଥିବା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ପୁଣି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି। ଗତକାଲି ପ୍ରଣବଙ୍କ ଜବାବ ଦେଇ ଆଜି ଧର୍ମେନ୍ଦ୍ର କହିଥିଲେ କି ଇଡିସିଆଇଏଲ୍‍…

ଶିକ୍ଷକ ନିଯୁକ୍ତି କରିଛି କେନ୍ଦ୍ରୀୟ…

ଭୁବନେଶ୍ୱର : ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି। ଟୁଇଟ୍‍ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏଭଳି ଜବାବ ଦେଇଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…