ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ରାଜନୀତି

ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ଘୋର…

ଭୁବନେଶ୍ବର : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେପି କର୍ମୀଙ୍କ ଘୋର ବିରୋଧ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି କର୍ମୀ। ଭୁବନେଶ୍ବର ଓ ବେଗୁନିଆ ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ବିରୋଧ କରାଯାଇଛି। ବିଜେପି କର୍ମୀ ଖୋର୍ଦ୍ଧାରେ ଅପରାଜିତାଙ୍କ…

ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର…

ଭୁବନେଶ୍ବର : ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ। ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ,…

କଂଗ୍ରେସ ଛାଡ଼ିଲେ ଜଗତସିଂହପୁରର ପୂର୍ବତନ…

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁରର କଂଗ୍ରେସର ଟାଣୁଆ ନେତା ଥିଲେ । ୨୦୦୪ ରୁ ୨୦୦୯ ତିର୍ତ୍ତୋଲର ବିଧାୟକ ଭାବେ ରହିଥିଲେ…

ସମ୍ବଲପୁରରେ ପ୍ରଣବ : କହିଲେ, ଏ’ମାଟିରେ…

ସମ୍ବଲପୁର : ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ଆଜି ସମ୍ବଲପୁର ଗସ୍ତରେ ଯାଇଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେଠାରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ…

ବିଜେଡିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ…

ଭୁବନେଶ୍ୱର : ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ସୁରେନ୍ଦ୍ର ସିଂହ ଭୋଇ। ମନ୍ତ୍ରୀ ଟୁକୁନି ସାହୁ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅଧିରାଜ…

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ…

ନୀଳଗିରି : ବିଜେପି ଦଳରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ଏଥି ସହିତ ସେ ବିଜେପି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟଙ୍କୁ ତାଙ୍କ ଇସ୍ତଫାପତ୍ର…

ବିଜେପିକୁ ବଡ଼ ଝଟକା : ଦଳ ଛାଡିଲେ…

କଟକ : ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା ଲାଗିଛି। ବିଜେପି ଛାଡ଼ିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ କଟକ ଜିଲ୍ଲା ବିଜେପି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ…

ରାଜ୍ୟ କଂଗ୍ରେସ ସାଂଗଠନିକ ସ୍ତରରେ…

ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ସାଂଗଠନିକସ୍ତରରେ ବ୍ୟାପକ ଅଦଳ ବଦଳ ହୋଇଛି। ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରିଛି। ବିଜୟଙ୍କୁ ରାଜ୍ୟ ନିର୍ବାଚନ ସମନ୍ୱୟ…

କଂଗ୍ରେସ ଛାଡିଲେ ଖଡ଼ିଆଳ ବିଧାୟକ ଅଧିରାଜ…

ଭୁବନେଶ୍ୱର: ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି । ତେବେ ଦଳ ଛାଡ଼ିବାର କାରଣ ଉଲ୍ଲେଖ କରିନାହାନ୍ତି । ବରଂ ଦୀର୍ଘ ୨୫ ବର୍ଷ କାଳ କଂଗ୍ରେସରେ ରହି…

ବିଜେଡି ଓ ବିଜେପି ସମ୍ଭାବ୍ୟ ମେଣ୍ଟକୁ…

ଭୁବନେଶ୍ୱର : ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ରାଜନୈତିକ ମେଣ୍ଟକୁ ନେଇ ଉତ୍କଣ୍ଠା ଚରମ ସୀମାରେ। ମେଣ୍ଟ ହେବ କି ନାହିଁ, ଯଦି ହେବ କିଏ କେତେ ଆସନରେ ଲଢ଼ିବେ, କିଏ କେଉଁଠାରୁ ପ୍ରାର୍ଥୀ ହେବ ତାହାକୁ ନେଇ ଅଙ୍କକଷା ଚାଲିଛି। ଗାଁ ଛକର ଚା’ ଦୋକାନଠାରୁ ଆରମ୍ଭ କରି ରାସ୍ତାଘାଟ, ବିଭିନ୍ନ…