ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପେଶାଦାର ଅପରାଧୀ ସାଳିଆକୁ ୩ ମାସ ପାଇଁ ତଡିପାର କଲା ପୁଲିସ

ଭୁବନେଶ୍ବର: ପେଶାଦାର ଅପରାଧୀକୁ ତଡିପାର କଲା ପୁଲିସ । ଅମିତ ସ୍ୱରୂପ ମହାପାତ୍ର ଓରଫ ସାଳିଆକୁ ତଡିପାର ନିର୍ଦ୍ଦେଶ ।  ଭୁବନେଶ୍ବର ଅର୍ବାନ ଜିଲ୍ଲା ପୁଲିସ ପକ୍ଷରୁ ଅପରାଧିକ ମାମଲା ପାଇଁ ଅଭିଯୁକ୍ତ ସାଳିଆକୁ ୩ ମାସ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଛି।  ଲିଙ୍ଗରାଜ ଥାନା ଅଞ୍ଚଳର ପେଶାଦାର ତଥା ଅଭ୍ୟାସଗତ ଅପରାଧୀ ସାଳିଆ । ୨୦୧୦ ରୁ ୨୦୨୨ ମଧ୍ୟରେ ତା ନାଁ ରେ ୯ ଟି ମାମଲା ରହିଛି । ମାରଣାସ୍ତ୍ର ଦେଖାଇବା, ବଟି ମାଗିବା, ହତ୍ୟା ଉଦ୍ୟମ ଭଳି ମାମଲା ତା ନାଁରେ ରହିଛି । ଶାଳିଆ ନାଁରେ ଏୟାରପୋର୍ଟ ଓ ଲିଙ୍ଗରାଜ ଥାନାରେ ରହିଛି ଏକାଧିକ ମାମଲା ।

Leave A Reply

Your email address will not be published.