ଆସନ୍ତାକାଲି ପ୍ରକାଶ ପାଇବ +୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ରାଜ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆସନ୍ତାକାଲି ସନ୍ଧ୍ୟାରେ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ମିଳିଛି। ଶିକ୍ଷା ବିଭାଗର ଉଦ୍ଦିଷ୍ଟ ୱେବ୍ସାଇଟ୍ ରେ ପରୀକ୍ଷାଫଳ ଉପଲବ୍ଧ ହେବ। ପିଲାମାନେ ଏହି ୱେବ୍ସାଇଟ୍ ଭିଜିଟ୍ କରି ନିଜ ରେଜଲ୍ଟ ଜାଣି ପାରିବେ ।
ରେଜଲ୍ଟ ଜାଣିବା ପାଇଁ ଛାତ୍ରାଛତ୍ରୀମାନେ www.orisssaresults.nic.in କୁ ଯାଇ ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ନିଜର ରୋଲ୍ ନମ୍ବର ଦେଇ ପରୀକ୍ଷାଫଳ ଜାଣିପାରିବେ।
ଏଥିସହିତ ପଢ଼ନ୍ତୁ