ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି: ଆଗରେ ବିଜେଡି

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ୩ୟ ରାଉଣ୍ଡ ଭୋଟ ଗଣତି ସରିଛି। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ଭଳି  ତୃତୀୟ ରାଉଣ୍ଡରେ ମଧ୍ଯ ଅଧିକ ଭୋଟ୍ ପାଇଛି ବିଜେଡି ।  ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମୋଟ ୫୦୪୪ ଭୋଟରେ ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୫୪ ଭୋଟ ମିଳିିଛି । ଏଥିସହ ବିଜେଡି ତୃତୀୟ ରାଉଣ୍ଡରେ ୧୭୨୭ ଭୋଟରେ ଆଗୁଆ ରହିଥିଲା ।

Leave A Reply

Your email address will not be published.