bitcoin
Bitcoin (BTC) 2,342,651.25 2.24%
ethereum
Ethereum (ETH) 157,688.51 2.47%
tether
Tether (USDT) 77.80 0.18%
bnb
BNB (BNB) 24,736.98 1.14%
usd-coin
USD Coin (USDC) 77.90 0.17%
xrp
XRP (XRP) 32.59 1.14%
binance-usd
Binance USD (BUSD) 77.90 0.25%
cardano
Cardano (ADA) 41.78 2.20%
solana
Solana (SOL) 4,042.68 3.56%
dogecoin
Dogecoin (DOGE) 6.71 0.85%

ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୨୫ ଆହତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ରମ୍ଭା ପେଟ୍ରୋଲ ପମ୍ପ ନିକଟରେ ବସ୍ ଓଲଟି ୨୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରାଯାୟୀ ଖଲିକୋଟ ଓ MKCG ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବସ୍‌ଟି ଚେନ୍ନାଇରୁ ୪୮ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସିଥିଲା । ପୁରୀ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଘଟିଛି। NH ମରାମତି କାମ ଚାଲିଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି।

Leave a comment