ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବାବେଳେ ପିକଅପ ଭ୍ୟାନ ଓଲଟି ଜଣେ ମୃତ, ୧୦ ଗୁରତର

ବୈପାରୀଗୁଡା: ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ସମୟରେ ଗାଡି ଓଲଟି ଜଣେ ମୃତବାରଣ କରିଥିବାବେଳେ ୧୦ ଜଣ ଗୁରତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି l ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଳକ ଜୟନ୍ତୀଗିରି ଗାଁର କିଛି ଲୋକ ଏକ ପିକଅପ ଭ୍ୟାନରେ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିଲେ ଏବଂ ଗୁପ୍ତେଶ୍ୱର ପାଖ ଚଢ଼େଇପାଣି ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ପଲଟି ଯାଇଥିଲା l ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି l

Leave A Reply

Your email address will not be published.