ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଦୁଲୁକିବ ବାରବାଟୀ, ମ୍ୟାଚ୍‌ ପୂର୍ବରୁ ଫଟୋରେ ଫଟୋରେ ଦେଖନ୍ତୁ ଷ୍ଟାଡିୟମରେ ଦୁଇ ଦଳର ଖେଳାଳିଙ୍କ ଅଭ୍ୟାସ

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ତେବେ ମ୍ୟାଚ୍‌ ପୂର୍ବରାୁ ଗତକାଲି ଦୁଇ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ତେବେ ଫଟୋରେ ଫଟୋରେ ଦେଖନ୍ତୁ ବାରବାଟୀରେ କିପରି ଅଭ୍ୟାସ କରୁଥିଲେ ଦୁଇ ଦଳର ଖେଳାଳି।

ଫଟୋ: ବିକାଶ ଶର୍ମା

Barabati stadium

 

ବାରବାଟୀ ଷ୍ଟାଡିୟମ

Barabati stadium
Barabati stadium

କୋଚ୍‌ ରାହୁଲ ଦ୍ରାବିଡଙ୍କ ତତ୍ବାବଧାନରେ ଅଭ୍ୟାସ କରୁଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା

ଦକ୍ଷିଣ ଆଫ୍ରିକା ଦଳର ଅଭ୍ୟାସ

Barabati stadium

 

Barabati stadium

Barabati stadium

ଭାରତୀୟ ଦଳର ଅଭ୍ୟାସ

 

Barabati stadium

Leave A Reply

Your email address will not be published.