ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ମିଳିଲା ଅନୁମତି , ଜାଣନ୍ତୁ କେଉଁଠି ….

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ଅନୁମତି ମିଳିଲା। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ ଡକ୍ୟୁମେଣ୍ଟାରୀ ଆବଶ୍ୟକତା ପୂରଣ କରିବା ପରେ ଭାରତ ବାୟୋଟେକ କୋଭାକ୍ସିନ ପାଇଁ ‘ସମ୍ପୂର୍ଣ୍ଣ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ’ ଗ୍ରହଣ କରିଛି। ଖାଦ୍ୟ ଏବଂ ଔଷଧ ପ୍ରଶାସନର ମୁଖ୍ୟ ରୋଲାଣ୍ଡୋ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.