ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଭୁବନେଶ୍ବରବାସୀ କେଉଁଠି ନେବେ ମାଗଣା ବୁଷ୍ଟର ଡୋଜ୍….

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କାଲିଠୁ ମିଳିବ ମାଗଣା ବୁଷ୍ଟର ଡୋଜ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ତେବେ ଭୁବନେଶ୍ବରବାସୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏହି ବୁଷ୍ଟର ଡୋଜ ଦିଆଯିବ। ଏହି ବୁଷ୍ଟର ଡୋଜ୍ ନେବାର ସମୟ ରହିଛି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ଯନ୍ତ। କିଛି ସମୟ ବ୍ଯବଧାନ ପରେ ପୁଣି ଦିନ ୩ଟାରୁ ସନ୍ଧ୍ଯା ୬ଟା ପର୍ଯ୍ଯନ୍ତ ଏହି ବୁଷ୍ଟର ଡୋଜ ଦିଆଯିବ । ଏ ନେଇ ସ୍ବତନ୍ତ୍ଯ ବ୍ଯବସ୍ଥା କରାଯାଇଛି।  ବୁଷ୍ଟରଡୋଜ ଦିଆଯାଉଥିବ ସ୍ଥାନଗୁଡିକ ହେଲା –

Leave A Reply

Your email address will not be published.