ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ପ୍ରସଙ୍ଗ: ମହାବଳ ନୁହେଁ କଲରାପତରିଆ ବାଘ ବୋଲି ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ

ନୂଆପଡା: ମହାବଳ ନୁହେଁ କଲରାପତରିଆ ବାଘ, ସ୍ପଷ୍ଟ କଲେ ବନ୍ୟପ୍ରାଣୀ ପିସିସିଏଫ । ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଆତଙ୍କ ନେଇ ଆସିଛି ପିସିସିଏଫଙ୍କ ବୟାନ । ସୁନାବେଡା ଅଭୟାରଣ୍ୟରେ ଆତଙ୍କ ରଚାଇଥିବା ବାଘଟି ମହାବଳ ନୁହେଁ ବରଂ କଲରାପତରିଆ ବାଘ । ବାଘ ଉପରେ ବନ ବିଭାଗ ନଜର ରଖିଥିବା ମଧ୍ୟ ସେ କହିଛନ୍ତି । ଲୋକଙ୍କୁ ସତର୍କ କରାଇବା ସହ କ୍ଷତିଭରଣା ରାଶି ଦେବା ପାଇଁ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ, ଗତକାଲି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଥିଲା ।

Leave A Reply

Your email address will not be published.