ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ୍: ୫ମୃତ, ୬ରୁ ଅଧିକ ଗୁରୁତର ଆହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଏକ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିବା ଜଣାପଡିଛ। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ଯୁ ଘଟିଥିବ ବେଳେ ୬ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ବସରେ ୩୦ରୁ ଅଧିକ ଜଣ ଯାତ୍ରୀଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ବିଜୟୱାଡାରୁ ଯାତ୍ରୀଙ୍କୁ ନେଇ ଭବାନୀପାଟଣାକୁ ଆସୁଥିବାବେଳେ ଭାରସାମ୍ଯ ହରାଇ ଦୁର୍ଘଟଣା ହୋଇଛି । ତେବେ ସମସ୍ତ ମୃତକ ଓଡ଼ିଶାର ହୋଇଥିବାବେଳେ ଉଦ୍ଧାର କାର୍ଯ୍ଯ ଜାରି ରହିଛି ।

Leave A Reply

Your email address will not be published.