bitcoin
Bitcoin (BTC) 2,246,618.64 1.03%
ethereum
Ethereum (ETH) 138,604.24 1.55%
tether
Tether (USDT) 77.63 0.31%
usd-coin
USD Coin (USDC) 77.79 0.15%
bnb
BNB (BNB) 23,554.60 1.68%
xrp
XRP (XRP) 29.93 2.93%
binance-usd
Binance USD (BUSD) 77.87 0.23%
cardano
Cardano (ADA) 35.70 2.91%
solana
Solana (SOL) 3,251.27 1.95%
dogecoin
Dogecoin (DOGE) 6.35 3.49%

ପ୍ରକାଶ ପାଇଲା ଓଟିଇଟି-୨ ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) -୨ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ରୋଲନମ୍ବର ଓ ଜନ୍ମ ତାରିଖ ଦେଇ ଲଗ- ଇନ କରି ପରୀକ୍ଷା ଫଳ ଦେଖି ପାରିବେ। ପରୀକ୍ଷାର୍ଥୀମାନେ ସମାନ ୱେବ୍ ସାଇଟରେ ଆସନ୍ତା ୧୩  ତାରିଖରେ ଦିନ ୧ଟା ପରେ ଓଏମଆର ସିଟର ସ୍କାନ କପି ଡାଉନ ଲୋଡ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Leave a comment