ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ୧୫ ଦିନ ତଳୁ କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଏବେ ପୋଷ୍ଟ କୋଭିଡ ଚିକିତ୍ସାରେ ଅଛନ୍ତି। ଏବେ ସେ ଚଳାବୁଲା କରିବା ସହ ସଲିଡ୍‌ ଖାଦ୍ୟ ବି ଖାଇ ପାରୁଛନ୍ତି । ଏହିଭଳି ସ୍ଥିତି ରହିଲେ ଆଉ ୩-୪ ଦିନରେ ତାଙ୍କୁ ଡିସଚାର୍ଜ କରିଦିଆଯିବ। ତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ପ୍ରତିଦିନ ମନିଟରିଂ କରାଯାଉଛି । ଆଜିକୁ ଠିକ ଦୁଇ ମାସ ତଳେ ଏପ୍ରିଲ ୨୦ ତାରିଖରେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

Leave A Reply

Your email address will not be published.