ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯବାନଙ୍କ ଗୁଳିରେ ୫ ଯବାନ ମୃତ

ଅମୃତସର: ଆଜି ପଞ୍ଜାବ ଅମୃତସର ଖାସାରେ ଅଭାବନୀୟ ଘଟଣା ଘଟିଛି।  ଗୁଳିକାଣ୍ଡ ଘଟି ୫ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୬ଜଣ ଯବାନ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଏହି ଗୁଳିକାଣ୍ଡ କଟପା ନାମକ ଜଣେ କନଷ୍ଟେବଳ କରିଥିବା ବେଳେ ଏଥିରେ ତାଙ୍କର ବି ମୃତ୍ୟୁ ଘଟିିଛି । ସକାଳେ କଟପା ଆଖିବୁଜା ଗୁଳି ଚଳାଇବାକୁ ଲାଗିଥିଲେ । ହେଲେ ତାଙ୍କ ଆଖିବୁଜା ଗୁଳି ଚଳାଇବାର କାରଣ କ’ଣ ବର୍ତ୍ତମାନ ପର୍ଯ୍ଯନ୍ତ ଜଣାପଡ଼ି ନାହିଁ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗରୁତର ଥିବା ଜଣାପଡ଼ିଛି ।

Leave A Reply

Your email address will not be published.