ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେଲଫି ହେଲା କାଳ: କାଂସବାହାଲ ଡ୍ଯାମରେ ବୁଡି ଜଣେ ମୃତ, ଅନ୍ଯଜଣେ ନିଖୋଜ

ରାଉରକେଲା: ସେଲଫି ହେଲା କାଳ। ରାଉରକେଲା କାଂସବାହାଲ ଡ୍ଯାମରେ ରବିବାର ଘଟିଛି ଅଭାବନୀୟ ଘଟଣା। ୫ ଜଣ ସାଙ୍ଗ ଆଜି କାଂସବାହାଲ ଡ୍ଯାମକୁ ବୁଲିବାକୁ ଯାଇଥିଲେ। ସେଲଫି ନେବା ସମୟରେ ୨ଜଣ ଡ୍ଯାମକୁ ଖସିପଡିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଳରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ଯଜଣେ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି।

Leave A Reply

Your email address will not be published.