ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଚଣ୍ଡ ଖରାରେ ସିଝିଲା ଓଡ଼ିଶା: ୪୪ ଡିଗ୍ରୀ ଉପରେ ୪ ସହର, ୪୪.୫ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ମିଳୁନି ନିସ୍ତାର । ଆଜି ୪୪.୫ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସହର ପାଲଟିଛି। ସେହିପରି ୨୪  ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଓ ତାଠାରୁ ଅଧିକ ରହିଛି। ୧୧ ଟି ସହରର ତାପମାତ୍ରା ୪୩ ଡ଼ିଗ୍ରୀ ପାର କରିଥିବା ବେଳେ ୪  ସହରର ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।  ସେହପରି ଅନୁଗୁଳରେ ୪୪.୧ ଡ଼ିଗ୍ରୀ, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ତାପମାତ୍ରା ୪୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.