ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ପଞ୍ଚାୟତ ଫାଇଟ ୨୦୨୨

ପଞ୍ଚାୟତ ଭୋଟ ଗଣତିର ଆଜି ତୃତୀୟ ଦିନ :…

ଭୁବନେଶ୍ୱର:  ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଶେଷ ଦିନରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯାଉଛି। ଶନିବାର ୩୧୫ଟି ଏବଂ ରବିବାର ୩୦୭ ଜିଲ୍ଲା ପରିଷଦ ଜୋନ୍‍ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲା।ତନ୍ମଧ୍ୟରୁ ୩୦୫ଟି ଆସନର ଫଳାଫଳ ସମ୍ପର୍କରେ ନିୟମିତ ନିର୍ବାଚନ କମିସନଙ୍କ ପକ୍ଷରୁ…

ପଞ୍ଚାୟତ ରେଜଲ୍ଟ : ୮୫୧ଟି ଜୋନରୁ ୫୩୩ରେ…

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନର ଆଜି ଚାଲିଛି ଦ୍ୱିତୀୟ ଦିନ ଭୋଟ୍ ଗଣତି। ପ୍ରଥମ ଦିନର ଗଣତି ଭଳି ଦ୍ବିତୀୟ ଦିନରେ ମଧ୍ୟ ରାଜ୍ୟରେ ‘ନବୀନ’ ଲହର ଦେଖିବାକୁ ମିଳିଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ର ଆଗରେ ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର, ମିଛ…

ପ୍ରଥମ ପର୍ଯ୍ୟାୟ ଗଣତିରେ ମୟୁରଭଞ୍ଜର ୨୬…

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୩୦୦ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୩୦୦ ଜୋନର ଫଳାଫଳ ଆସିଥିବା ବେଳେ ୨୬୮ ଆସନରେ…

ପଞ୍ଚାୟତ ରେଜଲ୍ଟ : ପ୍ରଥମ ଦିନ ଗଣତିର…

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୨୯୫ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୯୫ ଜୋନର ଫଳାଫଳ ଆସିଥିବା ବେଳେ ୨୬୩ ଆସନରେ…

ପଞ୍ଚାୟତ ରେଜଲ୍ଟ : ଦ୍ୱିତୀୟ ସ୍ଥାନ ପାଇଁ…

ଭୁବନେଶ୍ୱର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତି ଫଳ ବିଜେଡି ପାଇଁ ଯେତିକି ଉତ୍ସାହ ଆଣିଛି, ବିରୋଧୀ ବିଜେପିକୁ ସେତିକି ନିରାଶ କରିଛି। ଏକପକ୍ଷରେ ବିଜେଡି ଅଭୂତପୂର୍ବ, ଅକଳ୍ପନୀୟ ବିଜୟପଥରେ ଅଗ୍ରସର ହେଉଥିବାବେଳେ ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ଭୋଟରଙ୍କ ଦ୍ୱାରା…

ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ…

ଭୁବନେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ଆସନ୍ତାକାଲି ୩୦୭ଟି ଜିଲ୍ଲା ପରିଷଦ ଜୋନ୍‍ର ଫଳାଫଳ ଗଣତି କରାଯିବ। ଶନିବାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ର ଗଣତି ହୋଇସାରିଛି। ଶେଷ ତଥା ସୋମବାର ବଳକା ୨୨୯ଟି ଜିଲ୍ଲା ପରିଷଦ ଜୋନ୍‍ ଏବଂ ଏହା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଗୁଡ଼ିକର…

‘ନବୀନ’ ସୁନାମୀରେ ପଦ୍ମଗଡ଼଼ ଧ୍ୱସ୍ତ :…

ଭୁବନେଶ୍ୱର : ପଞ୍ଚାୟତରେ ‘ନବୀନ ସୁନାମୀ’ ରେ ଧ୍ୱସ୍ତବିଧ୍ୱସ୍ତ ପଦ୍ମଗଡ଼। ନିଜର ଅଭେଦ୍ୟ ଦୁର୍ଗ ବୋଲି ଦାବି କରୁଥିବା ମୟୂରଭଞ୍ଜ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସମ୍ବଲପୁର ଆଦି ଜିଲ୍ଲାଗୁଡ଼ିକରେ ବିଜେପି ଧରାଶାୟୀ। ପ୍ରଥମ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ଫଳାଫଳ ଆସି ନ ଥିଲେ ସୁଦ୍ଧା ୧୮ଟି ଜିଲ୍ଲ୍ଲାରେ…

ପଞ୍ଚାୟତ ରେଜଲ୍ଟ : ବଡ଼ ବିଜୟ ମୁହାଁ…

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ରାଜ୍ୟରେ ‘ନବୀନ’ ଲହର ଆଗରେ ବିଫଳ ହୋଇଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର…

କୋଟିଆରୁ ଜିତିଲେ ଟିକାଇ ଗେମେଲ :…

କୋରାପୁଟ : କୋରାପୁଟ ଜିଲ୍ଲାର ଚର୍ଚ୍ଚିତ ଆସନ କୋଟିଆରେ ବିଜୟୀ ହୋଇଛନ୍ତି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କୁ ୩୭୦୦ ଭୋଟରେ ହରାଇ ଚମକାଇ ଦେଇଛନ୍ତି ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ।ଆନ୍ଧ୍ର ଓ ଓଡିଶା ବିବାଦ ଭିତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ…

ପଞ୍ଚାୟତ ରେଜଲ୍ଟ : ପଛରେ ପଡିଲେ ବିଜେପି…

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ବି ରାଜ୍ୟରେ ‘ନବୀନ’ ଲହର। ଏହି ଲହର ବିଫଳ କରିଛି ବିରୋଧୀଙ୍କ ସବୁ ଷଡ଼ଯନ୍ତ୍ର; ଧ୍ୱଂସ କରିଛି ମିଛ ଅପପ୍ରଚାର, କଳ-କୌଶଳ। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ଜନହିତକର ଯୋଜନା ଓ ସାଧାରଣ ଲୋକଙ୍କୁ ଭଲ ପାଇବାର ସୂତ୍ରରେ ମୋହର ମାରିଛନ୍ତି ରାଜ୍ୟବାସୀ। ଜିଲ୍ଲା…