ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତୀୟ ଖାଦ୍ୟ ସୁରକ୍ଷା ଦିଗରେ ସର୍ବୋତ୍ତମ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସମ୍ମାନିତ

ଭୁବନେଶ୍ବର: ଦିଲ୍ଲୀରେ ୩ୟ ଡିଜିଟାଲ ଟେକ କଲକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟର ସର୍ବୋତ୍ତମ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସମ୍ମାନିତ କରାଯାଇଛି। ସମାରୋହରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସହିତ ମନ୍ତ୍ରୀ ତୁଷାର କାନ୍ତି ବେହେରଙ୍କୁ ମଧ୍ୟ ସମ୍ମାନିତ କର ଯାଇଛି। ସମାରୋହରେ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ଆସାମ, ତେଲେଙ୍ଗାନା, ହରିୟଣାର ମନ୍ତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଏବଂ ଜଣ କଲ୍ୟାଣ ଯୋଜନା ସହ ୫ଟି ର କାର୍ଯ୍ୟକାରିତା ଯୋଗୁଁ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.