Browsing Category

ଅପରାଧ

Odisha Crime News: Get latest Odisha Crime News headlines at The Sakala. Find all the crime stories about assaults, murder, and robbery.

ଲକ୍‍ଡାଉନ୍‍ରେ ସକ୍ରିୟ ସାଇବର ଅପରାଧୀ

ସାଇବର ଅପରାଧୀମାନେ ଏବେ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି। ଗତ କିଛି ଦିନ ହେବ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମହାମାରୀ ସମୟରେ ସରକାରୀ ଓ ଘରୋଇ କମ୍ପାନୀ ଗୁଡିକର କର୍ମଚାରୀ ଘରେ ରହି ଅନ୍‍ଲାଇନ୍‍ରେ କାର୍ଯ୍ୟ କରୁଛନ୍ତି। ଏହାର ସୁଯୋଗ ଉଠାଇ ସାଇବର ଅପରାଧୀମାନେ ବ୍ୟାଙ୍କ କର୍ମଚାରୀଙ୍କ…

ନାଚ ପାଇଁ ପୋଲିସକୁ ମାଡ

ଉଦଳା: କରୋନା ସଂକ୍ରମଣ ବିସ୍ଫୋଟକ ହୋଇ ଚାଲିଛି । ମୟୂରଭଞ୍ଜ ଜିଲ୍ଲା ମଧ୍ୟ କୋଭିଡ୍ ରେଡ୍ ଜୋନରେ ରହିଛି । କରୋନା ସଂକ୍ରମଣ ହୁ ହୁ ହୋଇ ବ୍ୟାପୁଥିବାରୁ ଏକାଧିକ ଲୋକ ଏକାଠି ହେବାକୁ ବାରଣ କରାଯାଉଛି । ଏଥିସହ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧ କ ଲଗାଇଛନ୍ତି ସରକାର । ହେଲେ କିଛି…

ସକିଲ୍‌ ସହଯୋଗୀ ଦୁର୍ଦ୍ଦାନ୍ତ ସେକ୍‍…

କଟକ: ସିଲଭର ସିଟିରେ ଗର୍ଜିଛି ପୋଲିସ ବନ୍ଧୁକ । ସେକ୍‍ ବାବୁକୁ ଏନ୍‍କାଉଣ୍ଟର କରିଛି କମିସନରେଟ୍‍ ପୁଲିସ। ବାବୁର ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିବାରୁ ସେ ଗୁରୁତର ଆହତ ହାଇଛି। ତାକୁ ଏସ୍‍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବାବୁକୁ କାବୁ କରିବା ସମୟରେ ସେ ପୁଲିସ ଉପରକୁ ମଧ୍ୟ ଗୁଳି ଚାଳନା…

ଠକେଇ ଘଟଣାର ପର୍ଦ୍ଦାଫାସ୍: ଅଙ୍ଗାଡ଼ିଆ…

ଭୁବନେଶ୍ୱର: ଏକ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୁଲିସ । ମାମଲାରେ ପୁଲିସ ମୋଟ ୯ ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ ଆଇନତଃ ବୈଧ କରି ଡବଲ୍ କରି ଆକାଉଣ୍ଟରେ କ୍ରେଡିଟ୍ ମଧ୍ୟ…

ସ୍ତ୍ରୀକୁ ମାରିବାପରେ ସ୍ବାମୀର…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ହତ୍ୟା କରିବାପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ସ୍ତ୍ରୀ ପାର୍ବତୀ ଜାନୀଙ୍କୁ…

ଚୋରର ମହାନତା : ଫେରାଇ ଦେଲା ଚୋରି…

ହରିୟାଣା : ନିକଟରେ ହରିୟାଣାର ଜିନ୍ଦ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ହସ୍ପିଟାଲର ପିପି ସେଣ୍ଟରରୁ ଜଣେ ଚୋର ପାଖାପାଖୀ ୧୭୦୦ଟି କରୋନା ଟିକା ଚୋରି କରିନେଇଥିଲା। କିନ୍ତୁ ଯେତେବେଳେ ଏହି ଚୋରଟି ଜାଣିବାକୁ ପାଇଥିଲା ଯେ, ସେ ଚୋରି କରିଥିବା ସାମଗ୍ରୀଗୁଡ଼ିକ ହେଉଛି କରୋନା ଟିକା, ସେତେବେଳେ ସେ ଏହାକୁ ମଣିଷ…

୪୪ ବର୍ଷୀୟା ପ୍ରେମିକାଙ୍କୁ ବିବାହ ପାଇଁ…

ଭୁବନେଶ୍ୱର : ପ୍ରେମରେ ବାଧକ ସାଜିଲା ବୟସ। ପ୍ରେମିକାର ବୟସ ୪୪ ଥିବା ବେଳେ ପ୍ରେମିକର ବୟସ ମାତ୍ର ୨୫ ବର୍ଷ। ଶେଷରେ ପ୍ରେମିକ ବିବାହ କରିବା ପାଇଁ ମନାକରି ଦେବାରୁ ମାନସିକ ଭାରସାମ୍ୟ ହରାଇ ପ୍ରେମିକା କରିଛନ୍ତି ଆତ୍ମହତ୍ୟା। ଏଭଳି ଘଟଣା ଖଣ୍ଡଗିରି ଥାନା ଜାଗମରା ଶିଦ୍ଧେଶ୍ବର ନଗରରେ ଦେଖିବାକୁ…

ବାପାକୁ ପିଟିପିଟି ହତ୍ୟା କଲା ପୁଅ

ଭେଡେନ: ବରଗଡ଼ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ। ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଲେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶିବ ତାର ବାପା…

ଏସଟିଏଫର ଚଢ଼ାଉ: ୨ଟି ହାତୀଦାନ୍ତ ଓ ବାଘ…

ନୟାଗଡ଼: ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଏସଟିଏଫ୍  ଟିମ୍ ଗୋଟିଏ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର…

ଖୋଲିଲା ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ…

ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ  ରସହ୍ୟ ଖୋଲିଛି। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଯାଜପୁର ଝରାଫୁଲ ମୃତ୍ୟୁ ରହସ୍ୟର ସତ୍ୟ ଉନ୍ମୋଚନ କରିଛି। ଯାଜପୁର ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ରମାଦେବୀ ଛାତ୍ରୀ ଝରାଫୁଲ…
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications