ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ଜୁନ ୨ଯାଏଁ ନାମାଙ୍କନ,୧୩ରେ ଭୋଟ୍

ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଜୁନ ୨ ଯାଏ ହେବ ନାମାଙ୍କନ । ଜୁନ ୩ ତାରିଖରେ ହେବ ଯାଞ୍ଚ । ଆସନ୍ତା ୧୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ସୁବାସ ସିଂ ଇସ୍ତଫା ଦେବା ପରେ ହେଉଛି ଉପନିର୍ବାଚନ ।

Leave a comment