ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ: ଜୁନ ୨ଯାଏଁ ନାମାଙ୍କନ,୧୩ରେ ଭୋଟ୍

ଭୁବନେଶ୍ବର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଜୁନ ୨ ଯାଏ ହେବ ନାମାଙ୍କନ । ଜୁନ ୩ ତାରିଖରେ ହେବ ଯାଞ୍ଚ । ଆସନ୍ତା ୧୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ସୁବାସ ସିଂ ଇସ୍ତଫା ଦେବା ପରେ ହେଉଛି ଉପନିର୍ବାଚନ ।

Leave A Reply

Your email address will not be published.