ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦନକାନନକୁ ଆସିଲା ନୂଆ ଅତିଥୀ: ବିଜଲୀ ଜନ୍ମଦେଲା ଏକ ଶାବକ

ଭୁବନେଶ୍ବର : ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନରେ ପୁଣି ମା ହେଲା ସିଂହୀ ବିଜଲୀ।ଗତ ତିନି ମାସ ତଳେ ସିଂହ ସମ୍ରାଟ ସହିତ ତାର ମିଳନ କରାଯାଇଥିଲା। ସିଂହ ସମ୍ରାଟ ଶହ ସିଂହୀ ବିଜଲୀର ମିଳନରୁ ଏକ ଶାବକ ଆଜି ଜନ୍ମ ନେଇଛି।

ଆଜି ବିଜଲୀ ଏକ ଶାବକ ଜନ୍ମ ଦେବା ପରେ ନନ୍ଦନକାନନରେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି। ଏହାପୂର୍ବରୁ ଗତବର୍ଷ ଜୁଲାଇରେ ମଧ୍ୟ ସିଂହୀ ବିଜଲୀ ୩ଟି ଶାବକ ଜନ୍ମ ଦେଇଥିଲା। ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଥିଲା।

Leave A Reply

Your email address will not be published.