4 ଜଣ ଭାରତୀୟଙ୍କ ସମେତ 22 ଜଣ ଯାତ୍ରୀଙ୍କୁ ନେଇ ନେପାଳ ବିମାନ ନିଖୋଜ

କାଠମାଣ୍ଡୁ: ନେପାଳରେ ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ ହୋଇଥିବା ସୂଚନା ମିଳିଛି । ତାରା ଏୟାର 9NAET ଟ୍ବିନ ଇଞ୍ଜିନ ବିମାନ ନିଖୋଜ ହୋଇଛି । ସକାଳ ପ୍ରାୟ ୧୦.୩୫ମିନିଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟ୍ ପୋଖରାରୁ ଜମସମ ଯାଉଥିଲା ଏବଂ ଏହି ବିମାନରେ ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ ଥିବା ଜଣାପଡ଼ିଛି ।

Leave a comment