ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏନଆଇଟିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନେଗେଟିଭ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର:ରାଜ୍ୟରେ କରୋନା ସଂକ୍ରାମିତଙ୍କ ସଂଖ୍ଯା ବୃଦ୍ଧି ପାଉଛି। ରାଉରକେଲା ସ୍ଥିତ ଏନଆଇଟିରେ ୧୪ ଜଣ କୋଭିଡ୍ ସଂକ୍ରମିତ ହୋଇସାରିଛନ୍ତି। ପଜିଟିଭ୍ ଆସିଥିବା ୧୪ ଜଣଙ୍କୁ ସଙ୍ଗରୋଧରେ ରଖାଯିବାକୁ ବ୍ୟବସ୍ଥା କରାଯାଇଛି। ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସ।

ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ନେଇ ମଙ୍ଗଳବାର ବସୁଛି ଏନ୍ଆଇଟି ସିନେଟ୍‌ର ଏକ ସ୍ବତନ୍ତ୍ର ବୈଠକ। ଏନଆଇଟିରେ ଛାତ୍ରଛାତ୍ରୀମାନଙ୍କର ଅଧିକ ଆରଟିପିସିଆର ଟେଷ୍ଟ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ମଙ୍ଗଳବାରଠାରୁ ଦୁଇଟି ଟିମ୍ ଦିନକୁ ୫୦୦ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରିବେ ।

Leave A Reply

Your email address will not be published.