ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆବର୍ଷରେ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ, ଡିସେମ୍ବର ୩୦ରୁ ଜାନୁଆରୀ ୩ ଯାଏଁ ବନ୍ଦ ପାଇଁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ଭୁବନେଶ୍ବର : ଡିସେମ୍ବର ୩୦ରୁ ଜାନୁଆରୀ ୩ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବ । ନୂଆ ବର୍ଷରେ ଭିଡକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ନନ୍ଦନକାନନ ସମେତ ରାଜ୍ୟ ବଟାନିକାଲ ଗାର୍ଡେନ ମଧ୍ୟ ଏହି ସମୟ ଭିତରେ ବନ୍ଦ ରହିବ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ଏଭଳି କଟକଣା ଜାରି କରାଯାଇଛି ।ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.