ଭାସ୍କର୍ଯ୍ୟ ଶିଳ୍ପୀ ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ଭାସ୍କର୍ଯ୍ୟ ଶିଳ୍ପୀ ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ । କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ ପଦ୍ମଶ୍ରୀ ରଘୁନାଥ ମହାପାତ୍ର । କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ସ୍ଥିତ ଏମସରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ମଧ୍ୟ କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଅବଗତ ହେବା ସହ ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

Leave a comment