ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରେନ୍ ଆଗକୁ ଡେଇଁ ୫ ଝିଅଙ୍କ ସହ ମାଆର ଆତ୍ମହତ୍ୟା

ରାୟପୁର : ପାରିବାରିକ କଳହକୁ ନେଇ ନିଜର ୫ କନ୍ୟା ସନ୍ତାନଙ୍କ ସହ ମାଆ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାର ବେମଚା ଗ୍ରାମରେ ରହୁଥିବା ଉମା ସାହୁ ସ୍ବାମୀଙ୍କ ମଦ ପିଇବା ଅଭ୍ୟାସକୁ ନେଇ ସବୁବେଳେ ଅଶାନ୍ତି ମଧ୍ୟରେ ରହି ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା । ତେବେ ଏହା ତୀବ୍ର ରୂପ ନେବାରୁ ଗତକାଲି ମଧ୍ୟ ରାତିରେ ଉମା ନିଜର ୫ ଖିଅଙ୍କ ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Leave A Reply

Your email address will not be published.