ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କେନ୍ଦୁବାହାରା ଗାଁରେ ଦୁଃଖଦ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅଙ୍କର ମୃତ୍ଯୁ ଘଟିଛି। ରାତିରେ ଶୋଇଥିବା ବେଳେ ପ୍ରଥମେ ଝିଅକୁ ସାପ କାମୁଡ଼ିଥିଲା । ସାପ ଘଉଡ଼ାଇବାକୁ ଉଦ୍ୟମ ବେଳେ ମାଆକୁ ମଧ୍ୟ ସାପ କାମୁଡ଼ିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Leave A Reply

Your email address will not be published.