bitcoin
Bitcoin (BTC) 2,353,779.32 2.37%
ethereum
Ethereum (ETH) 158,492.37 2.68%
tether
Tether (USDT) 77.90 0.04%
bnb
BNB (BNB) 24,946.31 1.97%
usd-coin
USD Coin (USDC) 77.97 0.01%
xrp
XRP (XRP) 33.05 2.34%
binance-usd
Binance USD (BUSD) 77.97 0.07%
cardano
Cardano (ADA) 42.25 2.53%
solana
Solana (SOL) 4,083.92 3.89%
dogecoin
Dogecoin (DOGE) 6.72 1.06%

ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅ ମୃତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କେନ୍ଦୁବାହାରା ଗାଁରେ ଦୁଃଖଦ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ମାଆ ଓ ଝିଅଙ୍କର ମୃତ୍ଯୁ ଘଟିଛି। ରାତିରେ ଶୋଇଥିବା ବେଳେ ପ୍ରଥମେ ଝିଅକୁ ସାପ କାମୁଡ଼ିଥିଲା । ସାପ ଘଉଡ଼ାଇବାକୁ ଉଦ୍ୟମ ବେଳେ ମାଆକୁ ମଧ୍ୟ ସାପ କାମୁଡ଼ିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Leave a comment