ରାଜଧାନୀରୁ ପୁଣି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର: ରାଜଧାନୀରୁ ପୁଣି ବ୍ରାଉନସୁଗର ଜବତ। ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରଉନସୁଗର ଜବତ କରିଛି ଅବକାରୀ ବିଭାଗ ।
ସୂଚା ଅନୁଯାୟୀ, ବେଶେଶ ସୂତ୍ରରୁ ଖବର ପାଇ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ଆଜି ସାଲିଆ ସାହିରେ ଚଢାଉ କରିଥିଲା। ଚଢାଉ ସମୟରେ ୨୦୦ ଗ୍ରାମର ବ୍ରାଉନସୁଗର ସମେତ ଜଣେ ବ୍ରାଉନସୁଗର ବେପାରୀ ଗିରଫ ହୋଇଥିବା ବେଳେ ଅନ୍ଯଜଣେ ଘଟଣାସ୍ଥଳରୁ ଖସିଯାଇଥିବା ଜଣାପଡ଼ିଛି। ଗିରଫ ହୋଇଥିବା ବ୍ରାଉନସୁଗର ବେପାରୀ ଜଣଙ୍କ ନାଁ ରାଜୀବ ପଣ୍ଡା ବୋଲି ଜଣାପଡ଼ିଛି।
ଏଥିସହିତ ପଢ଼ନ୍ତୁ