ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯ କଂଗ୍ରେସରେ ବଢୁଛି ଅସନ୍ତୋଷ: ପୁଣି ଥରେ ଦଳ ଛାଡିଲେ ୫୦ରୁ ଅଧିକ ଯୁବ କର୍ମୀ

କଂଗ୍ରସ: ରାଜ୍ୟ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା । ପୁଣିଥରେ କଂଗ୍ରେସ ଛାଡିଲେ ୫୦ ରୁ ଅଧିକ ଯୁବ କର୍ମୀ । ଯେଉଁଥିରେ ୧୦ଜଣ ପଦାଧିକାରୀ ଅଛନ୍ତି। ପିସିସିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଜଣାପଡ଼ିଛି। କଟକ, ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୁବ କଂଗ୍ରେସ ନେତା ଦଳ ଛାଡିଛନ୍ତି।

ପୂର୍ବରୁ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପସାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ସୌମ୍ୟ ମିଶ୍ର ଜାତୀୟ ସଂଯୋଜକ, ସଞ୍ଜୟ ବାରିକ ରାଜ୍ୟ ସମ୍ପାଦକ ଯୁବ କଂଗ୍ରେସ, ଅକ୍ଷୟ ମଲ୍ଲ ସାଧାରଣ ସମ୍ପାଦକ ଛାତ୍ର କଂଗ୍ରେସ, ପ୍ରବୀଣ ବୋଦଲା ଛାତ୍ର କଂଗ୍ରେସ ସମ୍ପାଦକ ପ୍ରମୁଖ ଦଳ ଛାଡିଥିଲେ।

Leave A Reply

Your email address will not be published.