ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଣା ପିଇ ୫୦ରୁ ଅଧିକ ଛାଡାବାନ୍ତିରେ ଆକ୍ରାନ୍ତ, ୨ମୃତ

ଗଞ୍ଜାମ: ଗଞ୍ଜାମ ଧରାକୋଟ ବାଖରକଟା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦଣ୍ଡଯାତ୍ରା ପଣା ପିଇ ୫୦ରୁ ଅଧିକ ଛାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ଯୁ ଘଟିଛି। ପିରିସ୍ଥିତି ଉପରେ ନଜର ରଖିବାକୁ ଗାଁରେ ଅସ୍ଥାୟୀ ମେଡିକାଲ ଖୋଲିଛି। ଏ ନେଇ ଡାକ୍ତର ଏମିକି ଅଶୋକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.