ରାଜ୍ଯରେ ତଳମୁହାଁ କରୋନା ଗ୍ରାଫ: ଆଜି ଚିହ୍ନଟ ହେଲେ ଆଉ ୩୦୮୬ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ଗ୍ରାଫ୍। ଓଡ଼ିଶାରେ ଦୈନିକ କୋଭିଡ୍ ସଂକ୍ରମଣ ହାରରେ ଲାଗିଛି ବ୍ରେକ । ସଂକ୍ରମଣ ଗ୍ରାଫ୍ ରକେଟ୍ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୯୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୨୮୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୫୪ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୩୨୬କୁ ବୃଦ୍ଧି ପାଇଥିବା ବେଳେ ୧୨୦୧୫୪୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୨୦୯୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 31st Jan
New Positive Cases: 3086
Of which 0-18 years: 454
In quarantine: 1797
Local contacts: 1289(Details of local contacts will be shared by concerned District)
1. Angul: 82
2. Balasore: 76
3. Bargarh: 36
4. Bhadrak: 77
5. Balangir: 76
6. Boudh: 16— I & PR Department, Odisha (@IPR_Odisha) February 1, 2022
23. Nawarangpur: 84
24. Nayagarh: 110
25. Nuapada: 106
26. Puri: 42
27. Rayagada: 40
28. Sambalpur: 75
29. Sonepur: 35
30. Sundargarh: 216
31. State Pool: 125New recoveries: 8181
Cumulative tested: 27686482
Positive: 1252326
Recovered: 1201546
Active cases: 42098— I & PR Department, Odisha (@IPR_Odisha) February 1, 2022