ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୨୯-୧୧-୨୦୨୧)

ମେଷ: ପରିଶ୍ରମର ଫଳ ପାଇବେ। ଅର୍ଥପ୍ରାପ୍ତି ଯୋଗ ରହିଛି। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ  ସଞ୍ଚୟ ହେବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୨ ଶୁଭ ରଙ୍ଗ –ସିଲଭର।

ବୃଷ: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ରାଜନୀତିରେ ସମସ୍ୟା ରହିବ। ଚାକିରିରେ ଅସ୍ଥିରତା ବଢ଼ିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ଧଳା

ମିଥୁନ:- ଦିନଟିରେ ଚଳଚଞ୍ଚଳ ରହିବ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ଉତ୍ସାହିତ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳତା ପାଇବେ। ଶୁଭ ଅଙ୍କ -୧, ଶୁଭ ରଙ୍ଗ ପିଙ୍କ ।

କର୍କଟ:- ଅର୍ଥବ୍ୟୟ ଓ ଅଭାବ ଦେଖାଦେବ | ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥ ଆଳସ୍ୟ ରହିବେ । ଶୁଭ ଅଙ୍କ -୩, ଶୁଭ ରଙ୍ଗ- ହଳଦିଆ ।

ଏଥିସହିତ ପଢ଼ନ୍ତୁ

ସିଂହ:- ଦିନଟି ସୁଖ ଓ ସନ୍ତୋଷ ଭିତରେ କଟିବ। ଚାକିରିରେ ପ୍ରଶଂସା ପାଇବେ | ରାଜନୀତିରେ ଲୋକପ୍ରିୟତା ବଢ଼ିବ । ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ।ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

କନ୍ୟା:- ବାରମ୍ବାର ଚେଷ୍ଟା କରି ସଫଳ ହେବେ । ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ୱଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ –କ୍ରିମ୍ ।

ତୁଳା: – ସ୍ବପ୍ନ ସାକାର ହେବ। ରାଜନୀତିରେ ପ୍ରତିଷ୍ଠିତ ହେବେ । ପ୍ରଶାସନିକ ସକ୍ରିୟ ରହିବେ । ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ- ଧଳା ।

ବିଛା:- ଅଟକି ରହିଥିବା କାର୍ଯ୍ୟ ସମାପନ ହେବ। ପ୍ରେମ ଓ ଦାମ୍ପତ୍ୟ ସୁଖମୟ ହେବ । ମହିଳାମାନେ ରକ୍ଷଣାଶୀଳା ହେବେ । ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ସଫଳ ହେବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

ଧନୁ:- କାର୍ଯ୍ୟ ବିଳମ୍ବ ଓ ସମସ୍ୟା ରହିବ। ରାଜନୀତି ଓ ଜନସେବାରେ ବ୍ରତୀ ହେବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ ।

ମକର – ବ୍ୟୟ ବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲ୍‌ଭର

କୁମ୍ଭ:-କାର୍ଯ୍ୟହାନି ଓ ମନସ୍ତାପ ରହିବ। ରାଜନୀତିରେ ଶତ୍ରୁ ବୃଦ୍ଧି ହେବେ। ମହିଳାମାନେ ଅପଯଶ ପାଇବେ । ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶିକ୍ଷାର୍ଥୀ ତ୍ରୁଟି କରିବେ । ଶୁଭ ଅଙ୍ଗ – ୮, ଶୁଭ ରଙ୍ଗ –କଳା ।

ମୀନ:- ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ରାଜନୀତିରେ ଧନ ସମ୍ମାନ ପାଇବ । ମହିଳାମାନେ ସୁଖି ହେବେ। ବାଣିଜ୍ୟ ମନମୁତାବକ ହେବ। ଶିକ୍ଷାର୍ଥୀ ସଫଳ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ ।

Leave A Reply

Your email address will not be published.