ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୨୮-୬-୨୦୨୧)

ମେଷ : ସବୁକ୍ଷେତ୍ରରେ ସଫଳ ହେବେ । ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ବୃଷ : ଦିନଟି ଅନିଶ୍ଚିତତା ଭିତରେ ଗତି କରିବେ । ଚାକିରିରେ ଅବହେଳା ରହିବ । ଶିଳ୍ପ, ପରିବହନ, ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

ମିଥୁନ : ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

କର୍କଟ : ବିଭିନ୍ନ ଉପାୟରେ ଆୟ ହେବ । ପ୍ରଶାସନିକ ଉଚ୍ଚ ପ୍ରଶଂସା ପାଇବେ । ଚାକିରିରେ ସୁଚାରୁରୂପେ ଦାୟିତ୍ବ ତୁଲାଇବେ। ବାଣିଜ୍ୟରେ ଶୁଭଫଳ ପାଇବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ କେତେକ ସ୍ଥଳେ ଉତ୍ତେଜନା ରହିବ । ଚାକିରି କାର୍ଯ୍ୟ ବହୁଳ ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

କନ୍ୟା : ଅଯଥା ଝାମେଲା ଓ କାର୍ଯ୍ୟ ବିଳମ୍ବ ଦେଖାଦେବ । ମହିଳାମାନେ ଅସ୍ଥିରମନା ରହିବେ । ବାଣିଜ୍ୟରେ ପ୍ରତିକୂଳ ସ୍ଥିତି ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା : କର୍ମକ୍ଷେତ୍ରରେ ସହଯୋଗ ମିଳିବ । ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା

ବିଛା : କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ମିଳିବ । ଚାକିରିରେ ପଦୋନ୍ନତି ହେବ | ରାଜନୀତିରେ ସୁନାମ ପାଇବେ | ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ : ଅର୍ଥଚିନ୍ତା ଓ କାର୍ଯ୍ୟ ହାନି ହେବ । ଚାକିରିରେ କାର୍ଯ୍ୟଭାର ରହିବ । ପ୍ରଶାସନିକ ଚାପ ରହିବ । ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ-୨ ଶୁଭ ରଙ୍ଗ ଧଳା

ମକର : ଦିନଟି ପ୍ରସନ୍ନତା ଭିତରେ କଟିବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ସଫଳତା ପାଇବେ । ଶୁଭ ଅଙ୍କ ୫, ଶୁଭ ରଙ୍ଗ-ସବୁଜ

କୁମ୍ଭ : ବହୁ ପରିଶ୍ରମ କରି ସଫଳ ହେବେ । ଚାକିରିରେ ସମ୍ମାନ ବଢିବ । ପରିବହନ ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କା-୮, ଶୁଭ ରଙ୍ଗ-କଳା

ମୀନ : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ । ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୯. ଶୁଭ ରଙ୍ଗ-ମେରୁନ୍

Leave A Reply

Your email address will not be published.